ପରିକ୍ରମା ପ୍ରକଳ୍ପ ଶେଷ କରିବାକୁ ହାଇକୋର୍ଟରେ ସେବାୟତଙ୍କ ରିଟ ପିଟିସନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାମକୁ ନେଇ ବାଦବିବାଦ ଓ କୋର୍ଟରେ ମାମଲା ଚାଲିଥିବା ବେଳେ ଶୀଘ୍ର ଏହି ନିର୍ମାଣ କାମ. ଶେଷ କରିବାକୁ ଆବେଦନ କରି ଆଜି ଶ୍ରୀମନ୍ଦିରରର କିଛି ମୁଖ୍ୟ ସେବାୟତଙ୍କ ପକ୍ଷରୁ ହାଇକୋର୍ଟରେ ରିଟ ପିଟିସନ ପକାଯାଇଛି l

କିଛି ମୁଷ୍ଟିମେୟ ଲୋକ ଏହି କରିଡର ନିର୍ମାଣରେ ବାଧା ସୃଷ୍ଟି କରୁଥିବା ଏବଂ ସେବାୟତଙ୍କ ସ୍ୱାର୍ଥକୁ ଉପେକ୍ଷା କରାଯାଉଥିବା ପିଟିସନରେ ଉଲ୍ଲେଖ କରାଯିବା ସହ ରାଜ୍ୟ ସରକାର ଓ ଏଏସଆଇକୁ ପକ୍ଷଭୁକ୍ତ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes