ପପୁଙ୍କ ନୂଆ ୱେବ ସିରିଜ୍ “ଟାଉଟର ପ୍ରୋ”

ଆଜି ଠାରୁ କମେଡି କିଙ୍ଗ ପପୁଙ୍କ ନୂଆ ୱେବ ସିରିଜ୍ “ଟାଉଟର ପ୍ରୋ” କଞ୍ଚାଲଙ୍କା ଓଟିଟି ଷ୍ଟ୍ରିମିଙ୍ଗ ହେଉଛି l ପପୁ ପମପମ କ୍ରିଏସନ୍ସ ବ୍ୟାନରରେ ନିର୍ମିତ ଏହି ସିରିଜରେ ପପୁଙ୍କ ସହ ଅରବିନ୍ଦ ଷଢ଼ଙ୍ଗୀ, ଜୀବନ ପଣ୍ଡା ଓ ଟୁକୁନା ଷ୍ଟାଇଲିସ୍ ପ୍ରମୁଖ ଅଛନ୍ତି l

ଏହାର ନୂଆ ନୂଆ ଏପିସୋଡ ମାସକୁ ଥରେ ଦର୍ଶକ ଦେଖିବାକୁ ପାଇବେ l ସମାଜରେ ଘଟୁଥିବା ସତକଥାକୁ ନେଇ ଏହା ନିର୍ମାଣ ହୋଇଛି l ସିରିଜର ନିର୍ଦ୍ଦେଶନା ରମେଶ ରାଉତ ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ସଂଗୀତା ଶତପଥୀ l କାହାଣୀ ଓ ଚିତ୍ରନାଟ୍ୟ ନିଜେ ପପୁ ଦେଇଛନ୍ତି l ରୁପସାଗର ଡାଏଲଗ୍ ଲେଖିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes