ପଦ୍ମପୁର ଉପନିର୍ବାଚନ ପାଇଁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲା ବିଜେପି

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି କରିବା ସହ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି। ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ଜୟନାରାୟଣ ଦାୟିତ୍ୱରେ ରହିବେ।

ପଦ୍ମପୁର ଉପନିର୍ବାଚନରେ ଦଳ ସୂର୍ଯ୍ୟବଂଶୀଙ୍କୁ ବ୍ୟବହାର କରିବ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର। ଧାମନଗର ଭଳି ପଦ୍ମପୁରରେ ମଧ୍ୟ ବିଜେପି ଜୋରଦାର ପ୍ରଚାର କରିବ। ବାଲେଶ୍ୱରରେ ହାରି ଆମେ ୨୩ରୁ ୨୨କୁ ଖସିଥିଲୁ, ପଦ୍ମପୁର ଜିତି ୨୩ କରିବୁ। ୨୦୨୪ରେ ଦୁଇ ତୃତୀୟାଂଶ ସିଟ୍ ଜିତି ସରକାର କରିବୁ ବୋଲି ଜୟନାରାୟଣ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes