ପତ୍ନୀ ଅଦ୍ରିଜାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ସ୍ବାମୀ ଅର୍କେଶ

ଅର୍କେଶ ସିଂଦେଓ କହିଛନ୍ତି, ଛଅ ଆଠ ମାସ ହେଲା ଅଦ୍ରିଜା ମୋ ନାଁରେ ଘରୋଇ ହିଂସା ମାମଲା କରିଛନ୍ତି,କେସ୍‌ ଫାଇଲ ପରେ ମୁଁ ସେ ଘର ଛାଡ଼ି ଦେଇଛି ସେ ଘରେ ତାଙ୍କ ଭଉଣୀ ୨ ବର୍ଷ ହେଲା ରହୁଛନ୍ତି।

ସେ ଘରକୁ ଯିବା ବହୁତ କମ୍‌, ମାସକେ ଥରେ ଦୁଇଥର କପଡ଼ା ପାଇଁ ଯାଏ, ତାଙ୍କ ଡିମାଣ୍ଡ ଆମ କାପାସିଟି ଠାରୁ ବହୁତ ଅଧିକ ବୋଲି ଅର୍କେଶ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes