ପତରା ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପତରା ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି।

ମୃତକ ଜଣକ ଫାଇନାନ୍ସ କର୍ମଚାରୀ, ଘର ବରଗଡ଼ ପାଇକମାଳରେ।ଘଟଣାସ୍ଥଳରେ ବାଇକ୍ ପଡ଼ିଛି। ୨ ଦିନ ତଳୁ ଯୁବକ ନିଖୋଜ ଥିଲେ।ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes