ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ ପାଳିତ

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନ ଲକ୍ଷ୍ମଣାସାହି ଠାରେ ଆଦିବାସୀ ଭାଷା ଅଲଚିକିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୭ ତମ ଜୟନ୍ତୀ ପାଳିତ ହୋଇଯାଇଛି ।

ଅତିଥି ରୂପେ ସମିତି ସଭ୍ୟ ସୁନୀଲ ଟୁଡୁ ଯୋଗଦେଇ ପଣ୍ଡିତ ଶ୍ରୀ ମୁର୍ମୁଙ୍କର ଜିବନୀ ଉପରେ ଆଲୋକପାତ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes