ପଞ୍ଚାୟତ ସ୍ତରୀୟ ଡୁମାଳ ସମାବେଶ ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରି ଠାରେ ପଞ୍ଚାୟତ ସ୍ତରୀୟ ଡୁମାଳ ସମାବେଶ ବହୁ ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes