ସୋନପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ କେନ୍ଦୁପାଲି ରାସ୍ତା ନିକଟରେ ଆଜି ବୁଣାକାରଙ୍କ ନୂତନ ମହାବୀର ନାମକ ଏକ ସୁତା ଦୋକାନ ଶୁଭାରମ୍ଭ ହୋଇଯାଇଛି।
ଏଠାରେ ସୁଲଭ ମୂଲ୍ୟରେ ସୁତା ଯୋଗାଇ ଦିଆଯିବ ବୋଲି ମାଲିକ ସନତ ମେହେର ପ୍ରକାଶ କରିଛନ୍ତି।
Credible Local News of Odisha