ନୂଆ ଶିକ୍ଷା ବର୍ଷରୁ ୧୦୦% କୋର୍ସରେ ପାଠପଢା : ମନ୍ତ୍ରୀ

କରୋନା ମହାମାରୀ ପାଇଁ ସ୍କୁଲ ପାଠ୍ୟକ୍ରମରେ 39% ହ୍ରାସ କରାଯାଇଥିଲା l କିନ୍ତୁ ମେ ପହିଲାରୁ ଆରମ୍ଭ ହେଉଥିବା ନୂଆ ଶିକ୍ଷା ବର୍ଷରେ 100% କୋର୍ସରେ ପାଠ ପଢା ହେବ ଏବଂ ନବମ ଓ ଦଶମରେ ପ୍ରାକ୍ଟିକାଲ କଥା ଚିନ୍ତା କରାଯାଉଛି ବୋଲି ଆଜି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାଶ l

ଇତି ମଧ୍ୟରେ ସିବିଏସଇ ଶତ ପ୍ରତିଶତ କୋର୍ସରେ ପରୀକ୍ଷା କରିବାକୁ ଘୋଷଣା କରିସାରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes