ନିଶାନ୍ତ‌ ମୃତ୍ୟୁ‌ ଘଟଣାରେ ବଲାଙ୍ଗିରରେ ଏନ୍ଏଚ୍ଆରସି ଟିମ୍

ବଲାଙ୍ଗିର‌ ଭୀମଭୋଇ ମେଡିକାଲ କଲେଜ ଛାତ୍ର ନିଶାନ୍ତ ମୃତ୍ୟୁ ଘଟଣାରେ ମେଡିକାଲ କଲେଜରେ ପହଞ୍ଚିଛି ଏନ୍ଏଚ୍ଆରସି ଟିମ୍।

ଏନ୍ଏଚ୍ଆରସି ଟିମ୍ ଜୁଲାଇ ୧ ପର୍ଯ୍ୟନ୍ତ ୪ ଦିନ ଧରି କଲେଜରେ ତଦନ୍ତ କରିବ। ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୨ରେ ଛାତରୁ ପଡ଼ି ନିଶାନ୍ତଙ୍କ ମୃତ୍ୟୁ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes