ମୟୂରଭଞ୍ଜ ଜିଲ୍ଲା ବିଶୋଇ ସ୍ଥିତ ପ୍ରଥମ ତଥା ସର୍ବପୁରାତନ “ନିଲ କମଲ”ଫୋଟ ଷ୍ଟୁଡିଓ ମାଲିକ ସେକ୍ କାସିମ୍ ଙ୍କ ରବିବାର ନିଧନ ଘଟିଛି। ବିଗତ ୩ବର୍ଷ ହେବ କିଡନୀ ଜନିତ ରୋଗ ରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ।
ସେ ସ୍ନେହୀ, ମେଲାପୀ ସ୍ୱଭାବର ବ୍ୟକ୍ତି ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ସୋ ପରିବାର ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ରେ ସାଙ୍ଗ, ପରିଜନ ଶୋକ ବ୍ୟକ୍ତ କରିବା ସହ ଶ୍ରୋଧାସୁମନ୍ ଅର୍ପଣ କରିଛନ୍ତି ।