ନିର୍ବାଚନ ପ୍ରଚାରରେ ସାମିଲ ହୋଇ ଶିକ୍ଷୟିତ୍ରୀ ନିଲମ୍ବିତ

ବୌଦ୍ଧ ଦହ୍ୟା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସଂଘମିତ୍ରା ମଲ୍ଲିକ ନିଲମ୍ବିତ ହୋଇଛନ୍ତି।

କଣ୍ଟାମାଳ ପଲଶପାଟରୁ ଆମ୍ବଗାଁ ଯାଏ ରାଲିରେ ଯାଇଥିଲେ। ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes