ନିର୍ବାଚନ ପାଇଁ ବାତିଲ ହେଲା ଗୃହ କମିଟିଙ୍କ କେନ୍ଦୁଝର ଗସ୍ତ

ଆଜି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲା ଗସ୍ତ ରେ ଆସିବାକୁ ଥିବା ସବ କମିଟି – ତିନି (ଗୃହ କମିଟି)ର ଗସ୍ତ କାର୍ଯ୍ୟକ୍ରମ ଶେଷ ମୁହୂର୍ତ୍ତରେ ବାତିଲ ହୋଇଛି।

ସେମାନେ ସ୍ପଟ୍ ଗସ୍ତ କରି ବିଭିନ୍ନ କାରଖାନା ବୁଲି ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କେତେକ ସଦସ୍ୟ ଅନୁପସ୍ଥିତି ଥିବାରୁ ଆବଶ୍ୟକ ସଂଖ୍ୟା ନ ହେବାରୁ ବାତିଲ ହୋଇଥିବା ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes