ନିଜ ପଦରୁ ଇସ୍ତଫା ଦେଲେ ସମ୍ବଲପୁର ବିଜେଡି ଜିଲ୍ଲା ଛାତ୍ର ସଭାପତି

ସମ୍ବଲପୁରର ଜିଲ୍ଲା ଛାତ୍ର ବିଜେଡି ସଭାପତି ସିଦ୍ଧାନ୍ତ ମହାନ୍ତି ଆଜି ନିଜ ପଦରୁ ଇସ୍ତଫା ଦେଇଥିବା ସଂପର୍କରେ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି ।

ଏହି ଅବସରରେ ଛାତ୍ର ବିଜେଡି ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes