ନିଆଁ ଭିତରୁ ସୁନା ଅଳଙ୍କାର ଉଦ୍ଧାର

ପୁରୀ ଲକ୍ଷ୍ମୀ ମାର୍କେଟରେ ନିଆଁ ଲାଗିଥିବା ହୋଟେଲରୁ ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ସହ ଅନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି।

ବ୍ରତଘର ପାଇଁ ବ୍ରହ୍ମପୁରରୁ ଆସି ହୋଟେଲରେ ରହିଥିଲେ ପରିବାର।ରାତିରେ ନିଆଁ ଲାଗିବାରୁ ସବୁ ଛାଡ଼ି ବାହାରି ପଳାଇ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes