ନାରାୟଣ ପୁର ଖେଲପଡିଆରେ ବିଜୁ ଜନତା ଦଳ ପକ୍ଷରୁ ରୈପ୍ଯ ଜୟନ୍ତୀ

ସୋନପୁର ସଦରବ୍ଲକ ଅନ୍ତର୍ଗତ ନାରାୟଣପୁର ଖେଲପଡିଆରେ ୨୫ବର୍ଷ ପୂର୍ତ୍ତି ଅବସରରେ ରୈପ୍ଯ ଜୟନ୍ତୀ ପାଳିତ ହୋଇଯାଇଛି l

ଜିଲ୍ଲା ସଭାପତି ସରୋଜ କମ୍ପଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଅତିଥି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ,ବରଗଡ ବିଧାୟକ ଦିନେସ ଆଚାର୍ୟ ସଂଜୟ ବାବୁ,ଦଳର ମୁଖ୍ୟ ପାତ୍ର ଓ ସମସ୍ତ ବଜେଡ଼ି କର୍ମକର୍ତ୍ତା ସାମିଲ ହୋଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes