ଜଣେ ନାବାଳିକାକୁ ଚାରି ବର୍ଷ ଧରି ଯୌନ ନିର୍ଯାତନା ଦେବା ସହ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ବ୍ଲାକମେଲ କରିବା ଅଭିଯୋଗରେ କମିସନରେଟ ପୁଲିସର କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋଙ୍କୁ ଆଜି ମହିଳା ଥାନା ପୁଲିସ ଗିରଫ କରିଛି l
ଚାଇଲଡ ଲାଇନର ହସ୍ତକ୍ଷେପ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି l
Credible Local News of Odisha