ନାବାଳିକା ଦୁଷ୍କର୍ମୀକୁ ୨୫ ବର୍ଷ ଜେଲ୍ ଦଣ୍ଡାଦେଶ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨୦୨୦ ମସିହାରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାର ରାୟ ଆସିଛି।

ଦୋଷୀ ନିହେଶ୍ୱର ପ୍ରଧାନକୁ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ପକ୍ସୋ କୋର୍ଟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes