ନବ ନିର୍ବାଚିତ ଏଆଇସିସି ସଭାପତି ମଲିକାର୍ଜୁନ ଖଡଗେ ଙ୍କୁ କେନ୍ଦୁଝର ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ରାଉତ ନୂଆଦିଲ୍ଲୀ ରେ ଆଜି ଭେଟି ଶୁଭେଚ୍ଛା ଜଣାଇଥିବା ଜଣାଇଛନ୍ତି।
ସେ ଦଳରେ ପିସିସି ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା ବେଳେ ଦଳ ପାଇଁ ଦୀର୍ଘ ବର୍ଷ ହେଲା କାମ କରି ଆସୁଛନ୍ତି।
Credible Local News of Odisha