ନବୀନ ନିବାସରେ ଫିଲ୍ମ ଅଭିନେତା, ଅଭିନେତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଭେଟିଲେ ଅଭିନେତା ବାବୁସାନ, ଅମ୍ଲାନ ଦାସ, ସ୍ବରାଜ ଏବଂ ଅଭିନେତ୍ରୀ ଭୂମିକା ଓ ସୁପ୍ରିୟା।

ଜଣାଶୁଣା କମେଡିଆନ ଏବଂ ଗୀତିକାର ମଧ୍ୟ ଉପସ୍ଥିତ ଅଛନ୍ତି। ପପୁ, ପ୍ରଜ୍ଞା, ଶଙ୍କର ଓ ଦେବାଶିଷ ମଧ୍ୟ ନବୀନଙ୍କୁ ସାକ୍ଷାତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes