ନବମ ଶ୍ରେଣୀ ପିଲା ପରୀକ୍ଷା ନ ଦେବା ଘଟଣାର ତର୍ଜମା ହେବ

ଚଳିତ ବର୍ଷର ନବମ ଶ୍ରେଣୀ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଥିବା ବେଳେ ପ୍ରାୟ 15 ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନଥିବା ଜଣାପଡିଛି l

ଏ ନେଇ ଅଭିଭାବକ ମାନଙ୍କ ସହ ଆଲୋଚନା କରାଯିବ ଏବଂ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫେରାଇ ଅଣାଯିବ ବୋଲି ଆଜି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଆମିର ଦାସ l ସେହିପରି ଡ୍ରପ ଆଉଟ ପିଲାଙ୍କୁ ମଧ୍ୟ ସ୍କୁଲ ଆଣିବାକୁ ଯୋଜନା ହେଉଥିବା ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes