ନନ୍ଦନକାନନରେ ୩ ବର୍ଷରେ ୨୬୦ଟି ପଶୁପକ୍ଷୀଙ୍କ ମୃତ୍ୟୁ: ମନ୍ତ୍ରୀ

ନନ୍ଦନକାନନରେ ବର୍ତ୍ତମାନ ୧୮୩୮ ସ୍ତନ୍ୟପାୟୀ, ୩୧୭ ସରୀସୃପ, ୧୮୬୨ ପକ୍ଷୀ, ୨୧ ଉଭୟଚର ପ୍ରାଣୀଙ୍କୁ ମିଶାଇ ୪୦୩୮ ବନ୍ୟପ୍ରାଣୀ ଅଛନ୍ତି।

ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ଲିଖିତ ଉତ୍ତର ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes