ଗତ ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଡ଼ଗାଁ ଖଡ୍ଗ ନଦୀ ପମ୍ପ୍ ହାଉସ ପାଖରେ ୨ଟି କଲରାପତରିଆ ଦେଖାଯାଇଛି।
ପମ୍ପ୍ ହାଉସ କର୍ମଚାରୀ ଜୀବନ ବଞ୍ଚାଇ ଦୌଡ଼ି ପଳାଇଥିଲେ। ସୂଚନା ପାଇ ବନ କର୍ମଚାରୀ ପହଞ୍ଚି ପାଦ ଚିହ୍ନ ସଂଗ୍ରହ କରୁଛି।
Credible Local News of Odisha