ନକଲି ମଦ ନେଇ ଯାଉଥିବା ଅଟୋ ଜବତ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନଟାପଡା ରାସ୍ତାରେ ଆଜି ମଧ୍ୟାହ୍ନରେ ନକଲି ମଦ ସହିତ ନକଲି ମଦ ତିଆରି ସରଞ୍ଜାମ ନେଇ ଯାଉଥିବା ଅଟୋକୁ ଜବତ କରିଛି ଖଇରା ପୁଲିସ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes