ନକଲି ଟିକେଟ କାରବାର ଅଭିଯୋଗରେ ଆରପିଏଫର ଚଢ଼ାଉ

କଟକ ଜିଲ୍ଲା ସାଲେପୁରର କୁଆଁପାଳ ବଜାରରେ ଥିବା ଏକ ସାଇବର କାଫେରେ ନକଲି ରେଳ ଟିକେଟ କାରବାର ହେଉଥିବା ଅଭିଯୋଗ ମିଳିବା ପରେ ଆଜି ଆରପିଏଫ ପକ୍ଷରୁ ଉକ୍ତ ସାଇବର କାଫେରେ ଚଢ଼ାଉ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes