ଧାମନଗରରେ ସକାଳ 9 ଟା ସୁଦ୍ଧା 10.25% ମତଦାନ

ଧାମନଗର ବିଧାନସଭା ଆସନର ଉପନିର୍ବାଚନ ପାଇଁ ଆଜି ସକାଳ 7 ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସକାଳ 9 ଟା ସୁଦ୍ଧା 10.25% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes