ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ଦିନ ୧ଟା ସୁଦ୍ଧା ୩୮.୭୫% ମତଦାନ ହୋଇଥିବା ନେଇ ସିଇଓ ସୂଚନା ଦେଇଛନ୍ତି।
ଆରମ୍ଭରୁ ୫ଟି ବୁଥ୍ରେ ସାମାନ୍ୟ ତ୍ରୁଟି ଥିଲା, ଏବେ ସବୁ ଠିକଠାକ୍ ଚାଲିଛି ବୋଲି ସେ କହିଛନ୍ତି।
Credible Local News of Odisha