ଧାନ ବିଲରୁ ଉଦ୍ଧାର ହେଲା ୮ ଫୁଟ ଲମ୍ବ ର ଅଜଗର

କେନ୍ଦୁଝର ଜିଲା ପାଟଣା ରେଞ୍ଜ ମାଛଗଡ଼ ଦକ୍ଷିଣ ବିଟ ମିରିଗିଖୋଜି ଗ୍ରାମ ବିଲରୁ ମଙ୍ଗଳବାର ଅପରାହ୍ନ ରେ ଧାନ କାଟୁଥିବା ବେଳେ ଏକ ୮ଫୁଟ ଲମ୍ବ ର ଏକ ଅଜଗର ସାପ ଉଦ୍ଧାର ହୋଇଛି।

ଏହି ସାପକୁ ବନ ବିଭାଗ ଉଦ୍ଧାର କରି ସୁରକ୍ଷିତ ଭାବେ ପୁରୁଣାପାଣି ସଂରକ୍ଷିତ ଜଙ୍ଗଲ ରେ ଛାଡି ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes