ଆଜି ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ପାହାଡ଼ଶ୍ରୀଗିଡା ମାର୍କେଟରେ ନଡିଆ ଭାଂଗି ଚଳିତ ରବିଋତୁର ଧାନସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ବ୍ଲକ ଅଧ୍ଯକ୍ଷା ଗୀତାଞ୍ଜଳୀ ନାଏକ।
ଏଥିରେ ସ୍ଥାନୀୟ ସରପଂଚ ଗୀତାଜଂଳୀ ପଧାନଙ୍କ ସମେତ ବୁଦ୍ଧଦେବ ନନ୍ଦ, ରମାକାନ୍ତ ପଧାନ, ସନ୍ତୋଷ ପଟେଲ ଓ ମାର୍କେଟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।