ଧରାକୋଟରେ 24 ଘଣ୍ଟାରେ 121 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଧରାକୋଟରେ 121, ଶେରଗଡ଼ରେ 120, ପୁରୁଷୋତ୍ତମପୁରରେ 102.2, ବ୍ରହ୍ମପୁରରେ 78.4, ଗଞ୍ଜାମରେ 76, ସାନଖେମୁଣ୍ଡିରେ 71 ଏବଂ ଗୋପାଳପୁରରେ 69.7 ମିଲିମିଟର ବର୍ଷା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes