ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସର କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ

ଜିଲ୍ଲାପାଳ ଆଶିଷ ଠାକରେ ଆଜି ସଦର ବ୍ଲକ୍ ଶଙ୍କରପୁରଠାରେ ଥିବା ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସରେ ହେଉଥିବା ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି।

ଫୁଟବଲ, ଦୌଡ଼କୁଦ ଓ ତିରନ୍ଦାଜ ପାଇଁ ଏଠାରେ ବିଶେଷ ବ୍ୟବସ୍ଥା କରାଯାଇଥିବାବେଳେ ଏହି କାର୍ଯ୍ୟ ଆସନ୍ତା ମେ’ ମାସ ସୁଦ୍ଧା ଏହା ଶେଷ ହେବ ବୋଲି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes