ଦ୍ରୁତ ଗାଡ଼ିର ଗତିପଥ ନିୟନ୍ତ୍ରଣ କରୁଛନ୍ତି ସାମ୍ବାଦିକ

ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ଦୀର୍ଘ ୭ବର୍ଷ ହେଲା ବିନିକା ସହର ଦେଇ ଯାଇଥିବା ବିଭିନ୍ନ ପ୍ରକାରର ଯାନବାହାନର ଗତିପଥ ନିୟନ୍ତ୍ରଣ ପାଇଁ ଓ ଲୋକଙ୍କ ସୁରକ୍ଷା ପାଇଁ ଦୁଇଟି ଟ୍ରାଫିକ ପୋଷ୍ଟ ନିର୍ମାଣ ହୋଇଛି ହେଲେ ଟ୍ରାଫିକ ପୋଲିସ ନଥିବାରୁ ଗାଡ଼ି ଗୁଡ଼ିକ ମନଇଚ୍ଛା ଯିବା ଆସିବା କରୁଥିବାରୁ ଛୋଟବଡ ଦୁର୍ଘଟଣା ଘଟୁ ଥିବାର ନଜିର ରହିଛି ।

ଏହାକୁ ନିୟନ୍ତ୍ରଣ ପାଇଁ ଓ ଲୋକଙ୍କ ସଚେତନ ନିମନ୍ତେ ଆଜି ବିନିକା ଅଞ୍ଚଳର ଜଣାଶୁଣା ସାମ୍ବାଦିକ ଶାନ୍ତନୁ କୁମାର ପଣ୍ଡା କିଛି ସମୟ ଧରି ଟ୍ରାଫିକ ପୋଲିସ କାର୍ଯ୍ୟ ନିଭାଇ ଲୋକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes