ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜର ନୁଖୁରିପଦା ନିକଟ ଜଙ୍ଗଲରେ ଆଜି ବନ୍ତଳା ବନବିଭାଗ, ବନ୍ତଳା ପୁଲିସ, ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଗଡତରାସ ଗ୍ରାମର ସୁଧୀର ବେହେରା,ଜାମୁଣ୍ଡା ଗ୍ରାମର ତପନ ପ୍ରଧାନ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି କରୁଥିବା ସମୟରେ ଦୁଇ ଜଣକୁ ଗିରଫ କରି ତାଙ୍କ ପାଖରୁ ମଦ ପ୍ରସ୍ତୁତି ସାମଗ୍ରୀ ମହୁଲ ପୋଚ ଜବତ କରିଛି।