ଦେଖିବାକୁ ମିଳୁନାହିଁ ପାରମ୍ପରିକ ନିତ୍ୟବ୍ୟବହାର୍ଯ୍ୟ ଜିନିଷ

ଆଧୁନିକତାର ପ୍ରଭାବରେ ପାଶ୍ଚାତ ସଂସ୍କୃତିର ଅନୁପ୍ରବେଶ ଯୋଗୁଁ ପାରମ୍ପରିକ ଭାବେ ବ୍ୟବହାର କରାଯାଉଥିବା ଅନେକ ସାମଗ୍ରୀ ସୁବର୍ଣ୍ଣପୁର ଜିଲ୍ଲାରେ ଲୋପ ପାଇବାକୁ ବସିଲାଣି ।

ପୂର୍ବରୁ ଗାଁ ମାନଙ୍କରେ କୃଷି କାର୍ଯ୍ୟ ବ୍ୟବହାର କରୁଥିବା ତାଳଛତା ,ଶଗଡ଼,ଝାମ୍ପି ପ୍ରତ୍ୟେକ ଘରେ ଝିଙ୍କିର ବ୍ୟବହାର ହେଉଥିଲା ଏବେ କିନ୍ତୁ ଦେଖିବାକୁ ମିଳୁନାହିଁ ।ଏହା ଇତିହାସ ହୋଇ ରହିବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes