ଦୁର୍ଘଟଣାରେ ମା -ଝିଅଙ୍କ ମୃତ୍ୟୁ ଘଟଣା -ହତ୍ୟା ସନ୍ଦେହ

ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଛକ ନିକଟରେ ଗତକାଲି ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ମା -ଝିଅଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ ବରଂ ହତ୍ୟା ଘଟଣା ବୋଲି ପୁଲିସ ସନ୍ଦେହ କରିଛି l
ସାଇଡ ଦେବାକୁ ନେଇ ମା -ଝିଅଙ୍କ ସହ ଯୁକ୍ତିତର୍କ ହେବା ପରେ ଟ୍ରକ ଡ୍ରାଇଭର ଜାଣି ଶୁଣି ଏହି ଦୁର୍ଘଟଣା ଘଟାଇଥିବା ଖବର ମିଳିବା ପରେ ଆଜି ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଟ୍ରକ ଡ୍ରାଇଭରକୁ ଗିରଫ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes