ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁକୁ ନେଇ କାନପୁର ଛକରେ ଉତ୍ତେଜନା

ବାଲେଶ୍ୱରରେ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁକୁ ନେଇ କାନପୁର ଛକରେ ଉତ୍ତେଜନା ଦେଖାଦେଇଛି।

ଲୋକେ ପିକଅପ୍‌ ଭ୍ୟାନ ପୋଡି ଦେଇଛନ୍ତି। ପିକଅପ୍‌ରେ ଯାଉଥିବା ଏକ ମେସିନ୍‌ ଖସିପଡି ମହିଳାଙ୍କ ମୃତ୍ୟୁ ହୋଇଥିଲା। ମହିଳା ଜଣଙ୍କ ଛିଡା ହୋଇଥିବା ବେଳେ ମେସିନଟି ଗାଡିରୁ ଖସିପଡିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes