ସୋନପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ବସଷ୍ଟାଣ୍ଡ ଠାରେ ୨୩ ତମ ଦୁର୍ଗା ପୂଜା ପାଇଁ ଜୋରଦାର ପ୍ରସ୍ତୁତ ଆରମ୍ଭ ହୋଇଯାଇଛି।
ଏହି ପୂଜା ଅବସରରେ ରାମାୟଣ ପାରାୟଣ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କମିଟିର ପକ୍ଷରୁ ପ୍ରସ୍ତାବ କରାଯାଇଛି।
Credible Local News of Odisha