ଦୁଇ ମାସରେ ପାଞ୍ଚ ଜିଲ୍ଲାରେ ହୋଇଛି କମ ବର୍ଷା

ଜୁନ 1 ରୁ ଅଗଷ୍ଟ 1 ତାରିଖ ମଧ୍ୟରେ ରାଜ୍ୟରେ ହାରାହାରି 560.6 ମିଲିମିଟର ବଦଳରେ 512.2 ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି l
ଏହି ଅବଧିରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ କମ ବର୍ଷା ହୋଇଛି l ଅନ୍ୟ 23 ଟୀ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes