ଦୁଇ ବଖରା କ୍ଷତିଗ୍ରସ୍ତ, ଯୁବନେତାଙ୍କ ଆର୍ଥିକ ସହାୟତା

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶାଳଚୁଆ ପଞ୍ଚାୟତ କୁକୁଡ଼ାଗଡ଼ି ଗ୍ରାମରେ ରାତ୍ର ସମୟରେ ଅଗ୍ନିକାଣ୍ଡ ଘଟି ସାଗର ପଡ଼ିଆଲ ଙ୍କ ଦୁଇ ବଖରା ପୋଡି ଯାଇଥିଲା ।

ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା । ଆଜି ସକାଳେ ଯୁବନେତା ରାଜକିଶୋର ମାର୍ଣ୍ଡି କ୍ଷତିଗ୍ରତ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes