ଦୀପାବଳି ଉପଲକ୍ଷେ ଚାରା ବଣ୍ଟନ

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ସ୍ଥିତ ଓଡ଼ିଶା ସ୍ପଞ୍ଜ ଲୁହା କାରଖାନା ପକ୍ଷରୁ ବିଭିନ୍ନ କିସମର ଚାରା ଆଖପାଖ ଅଞ୍ଚଳରେ ବଣ୍ଟନ କରାଯାଇଛି।

କମ୍ପାନୀର ପରିଚାଳକ କମଲଜିତ ସାହାଣୀ ଏହି ଚାରା ପଳାଶପଙ୍ଗା ସରପଂଚ ବାସନ୍ତୀ ନାୟକ, ସମିତି ସଭ୍ୟ ସଞ୍ଜୟ ନାୟକ, ରାଇକଳା ସରପଂଚ ପ୍ରମୋଦ ନାୟକ, କଣ୍ଡରା ପଶି ସରପଂଚ ସାବିତ୍ରୀ ନାୟକଙ୍କ ଜରିଆରେ ବଣ୍ଟନ କରି ପରିବେଶର ସୁରକ୍ଷା ଉପରେ ଗୁରୁତ୍ବ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes