ଦିବ୍ୟାଙ୍ଗଙ୍କୁ ଇ ବାଇକ, ସିଲେଇ ମେସିନ ପ୍ରଦାନ

ବରଗଡ ଭିନ୍ନକ୍ଷମ ବିଦ୍ୟାଳୟରେ ପାୱାର ଅଫ ଦିବ୍ୟାଙ୍ଗ ସ୍ବେଚ୍ଛାସେବୀ ସଂଗଠନ ଦ୍ଵାରା ଆଜି ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୋଟିଏ ଇ ବାଇକ ସ୍ଥାନୀୟ ସ୍ବେଚ୍ଛାସେବୀ ରାମଲାଲ ଶର୍ମା ଓ ସିଲେଇ ମେସିନ ସରୋଜ ଅଗ୍ରୱାଲ ଓ ଅଶୋକ ଅଗ୍ରୱାଲ ଦାନ କରିଛନ୍ତି।

ଦିବ୍ୟାଙ୍ଗ ମଧ୍ୟରେ ଆତ୍ମ ନିର୍ଭରଶିଳ ହେବା ପାଇଁ ଉତ୍ସାହ ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ସୁରେଶ ପୂଜାରୀଙ୍କ ସମେତ ବିଦ୍ୟାଳୟର ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes