ଦିବ୍ୟାଙ୍ଗକୁ ହୁଇଲଚେଆର ଯୋଗାଇଦେବାକୁ ଦାବି

କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ କାଶିବାହାଲ ପଂଚାୟତ କାଶିବାହାଲ ଗାଁର କ୍ଷମାକାନ୍ତି ସରାଫ ଦିବ୍ୟାଙ୍ଗ ହୋଇ ବର୍ତମାନ ବହୁତ ଅସୁବିଧାରେ ଜୀବନ କାଟୁଛନ୍ତି ।

ତାଙ୍କୁ ଗୋଟିଏ ହୁଇଲଚେୟାର ଓ ଦିବ୍ୟାଙ୍ଗ ଭତ୍ତା ଦେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes