ଦିନ ଦ୍ବିପ୍ରହରେ ଲୁଟି ନେଲେ ସୁନା ଅଳଙ୍କାର

କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ବଜାର ଉପରୁ ଶୁକ୍ରବାର ସୁନା ଅଳଙ୍କାର ଲୁଟ ର ଶିକାର ହୋଇଛନ୍ତି ପାଟଣା ଥାନା ବଡ଼ନୂଆଗାଁ ଗ୍ରାମ ର ଦମ୍ପତି ସୁଶୀଳା ବେହେରା ଓ କେଶବ ବେହେରା।
ଉକ୍ତ ଦମ୍ପତି ସ୍ଥାନୀୟ ପ୍ରମିଳା ଜୁଏଲେରୀ ରୁ ୩୫ ହଜାର ଟଙ୍କା ମୁଲ୍ୟର ସୁନା ଚେନ କିଣି ପାନ ଦୋକାନରେ ପାନ କିଣୁଥିବାବେଳେ ଲୁଟେରା ବାଇକ ରେ ଆସି ବାଇକ ର ଡିକି ଭାଙ୍ଗି ସୁନା ଚେନ ସହ ନଗଦ ୫ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes