ଦାୟିତ୍ୱହୀନତାର ଏହା ଚରମ ଉଦାହରଣ: ବିଜେପି

ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣାକୁ ତୀବ୍ର ନିନ୍ଦା କରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦାୟିତ୍ୱହୀନତାର ଏହା ଚରମ ଉଦାହରଣ।

ଘଟଣାରେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ କହିଲେ ମନମୋହନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes