ଥାନା ସମ୍ମୁଖରେ ଆତ୍ମାହୁତି ଘଟଣାରେ ଓଏଚଆରସିରେ ମାମଲା

କଟକ ଜିଲ୍ଲାର କିଶନନଗର ଥାନା ସମ୍ମୁଖରେ ଗତକାଲି ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କର ଆଜି ଏସସିବି ମେଡିକାଲରେ ମୃତ୍ୟୁ ହୋଇଯାଇଥିବା ବେଳେ ଏହି ଘଟଣାର ତଦନ୍ତ କରି ଆସନ୍ତା ଶୁଣାଣି ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ଓଡିଶା ମାନବାଧିକାର କମିଶନ ଆଜି ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l
ପୁଲିସ ତାଙ୍କ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ କରି ବ୍ୟକ୍ତି ଜଣଙ୍କ ଆତ୍ମାହୁତି ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes