ତ୍ରିଶୁଳିଆ ପୋଲରେ ଦୁର୍ଘଟଣାରେ ଯୁବକର ମୃତ୍ୟୁ

ବାରଙ୍ଗରୁ ତ୍ରିଶୁଳିଆକୁ ସଂଯୋଗ କରୁଥିବା ପୋଲ ଉପରେ ଆଜି ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି l
ମୃତ ଯୁବକଙ୍କ ପରିଚୟ ମିଳି ନଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes