ତୁରୁମୁଙ୍ଗା ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବୁଧବାର ରାତ୍ରି ପ୍ରବଳ ବର୍ଷା ସହ ଝଡ଼ ତୋଫାନ ଯୋଗୁ କଇଣ୍ଡା ଗ୍ରାମରେ ୧୦ରୁ ଉର୍ଦ୍ଧ ଘରର ଅଜବେଷ୍ଟସ ଓ ଖପର ଘରର ଛପର ଉଡିଯାଇଛି।

ପବନର ବେଗ ଏତେ ପ୍ରଖର ଥିଲା ଯେ ବଡ଼ ବଡ଼ ଗଛ ସବୁ ଉପୁଡି ପଡି ଯାଇଛି । ଘର ଉପରେ ଗଛ ପଡି ଘରର ଛପର ସହ ଅଜବେଷ୍ଟସ ଭାଙ୍ଗି ନଷ୍ଟ ହୋଇଛି । ଫଳରେ ଗାଈ ଗୋରୁ ଚାପି ହୋଇ ରହିଥିଲେ। ଏଥି ସହ ଟିଣ ଛପର ଗୁଡିକୁ ଉଡାଇ ନେଇ ଗଛ ଡାଳରେ ଲଟକି ଥିବା ଦେଖିବାକୁ ମିଳିଛି। କାଳବୈଶାଖୀ ଯୋଗୁ ବିଦ୍ୟୁତ ଖୁଣ୍ଟ ପଡିଯିବାରୁ ଅଞ୍ଚଳରେ ବିଦ୍ୟୁତ ସେବା ମଧ୍ୟ ଠପ ହୋଇପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes