ତାଳଚେର ଫର୍ଟିଲାଇଜରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ସ୍ୱାଧୀନତାର ୭୫ ବର୍ଷ ସମାରୋହ ଉପଲକ୍ଷେ ସାରା ବର୍ଷ ପାଳିତ ହେଉଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ର ଅଂଶବିଶେଷ ଭାବେ ଏବେ ପାଳନ ହେଉଛି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ।

ଜାତୀୟତା, ଦେଶପ୍ରେମ ଓ ଏକତାର ବାର୍ତା ବହନ କରୁଥିବା କାର୍ଯ୍ୟକ୍ରମକୁ ସ୍ଥାନୀୟ ତାଳଚେର ଫର୍ଟିଲାଇଜର ଲିମିଟେଡ଼ (ଟିଏଫ୍‌ଏଲ) ତରଫରୁ ପାଳନ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାର ଅନ୍ୟତମ ନିର୍ଦ୍ଦେଶକ ସଞ୍ଜୟ ଅରୋରା ଏପରି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଓ ଦେଶର ନାଗରିକମାନଙ୍କର ଦେଶ ପ୍ରତି ରହିଥିବା କର୍ତବ୍ୟ ଉପରେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes