ତାଳଚେରର ୪୫ଟି ସ୍ଥାନରେ ମନ କୀ ବାତ କାର୍ଯ୍ୟକ୍ରମ

ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀର ୪୫ଟି ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କୀ ବାତ କାର୍ଯ୍ୟକ୍ରମ ହୋଇଛି |

କଣିହାଁ ବ୍ଲକର ଗଦାଶିଳାରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ କାର୍ଯ୍ୟକର୍ତାଙ୍କ ସହ ମିଶି ମନ କୀ ବାତ ଶୁଣିଥିଲେ l ତାଳଚେର ବ୍ଲକର ୨୧ଟି ପଂଚାୟତ, କଣିହାଁ ବ୍ଲକର ତାଳଚେର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୮ଟି ପଂଚାୟତ, ତାଳଚେର ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ସମୁଦାୟ ୨ ହଜାରରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତା ଓ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes