ତହସିଲଦାର, ଆରଆଇଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ଗଞ୍ଜାମ ଜିଲ୍ଲାର ଗଞ୍ଜାମ ତହସିଲ ଅନ୍ତର୍ଗତ ମାଳିଜଗନ୍ନାଥପୁର ବାଲିଘାଟରେ ଗତକାଲି ରାତିରେ ଅତିରିକ୍ତ ତହସିଲଦାର ଓ ତିନି ଜଣ ଆରଆଇ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି l

ମାଫିଆ ମାନେ ସେମାନଙ୍କୁ ଲୁହା ରଡ଼ରେ ପିଟିଥିବା ଅଭିଯୋଗ ହୋଇଛି l ତିନି ଜଣଙ୍କୁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଏହି ଘଟଣାରେ ପୁଲିସ ତିନି ଜଣଙ୍କୁ ଅଟକ ରଖିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes